ଚୋରିରେ କଟକ ଶୀର୍ଷରେ : ସହରରେ ମାତିଲେଣି ଲୁଟିଆ ଏରାଗୁଲା ଗ୍ୟାଙ୍ଗ

କଟକ: କଟକ ସହରରେ ସମ୍ପତ୍ତି ଜନିତ ଅପରାଧ ମାମଲାରେ ଚୋରି ଭଳି ଅପରାଧ ଶୀର୍ଷ ସ୍ଥାନରେ ରହିଛି। ତା’ ପଛକୁ ସିନ୍ଧିଚୋରି ଦ୍ବିତୀୟ ସ୍ଥାନ, ଛିନତାଇ ଓ ଡକାୟତି ଭଳି ଅପରାଧରେ ତୃତୀୟ ଓ ଚତୁର୍ଥ ସ୍ଥାନରେ ଗଲା ପାଞ୍ଚ ବର୍ଷ ହେବ ରହି ଆସିବା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ବାଲିଯାତ୍ରା ପରେ ପୁଣି ସହରରେ ମାତିଥିବା ଲୁଟେରା ଦଳ ୧୫ ଦିନ ଭିତରେ ସମାନ ଶୈଳୀରେ ୫ … Continue reading ଚୋରିରେ କଟକ ଶୀର୍ଷରେ : ସହରରେ ମାତିଲେଣି ଲୁଟିଆ ଏରାଗୁଲା ଗ୍ୟାଙ୍ଗ